Tuesday, October 20, 2026
Home ଆଞ୍ଚଳିକ ସରିଛି ମହାବାହୁଙ୍କ ରଥଯାତ୍ରା, ଆଜି ପ୍ରଥମ ଥର ପାଇଁ ଭକ୍ତମାନେ ପାଇବେ ନୀଳାଚଳ ଅବଢ଼ା

ସରିଛି ମହାବାହୁଙ୍କ ରଥଯାତ୍ରା, ଆଜି ପ୍ରଥମ ଥର ପାଇଁ ଭକ୍ତମାନେ ପାଇବେ ନୀଳାଚଳ ଅବଢ଼ା

10

ପୁରୀ, ୨୪/୦୭/୨୧ (ଜିଲ୍ଲା ଖବର) : ସରିଛି ମହାବାହୁଙ୍କ ରଥଯାତ୍ରା । ନିଳାଦ୍ରୀବିଜେ ପରେ ଆଜି ପ୍ରଥମ ଥର ପାଇଁ ଭକ୍ତମାନେ ପାଇବେ ନୀଳାଚଳ ଅବଢ଼ା । ଶ୍ରୀମନ୍ଦିର ଉତ୍ତରଦ୍ଵାର ନିକଟରେ ଏକ ଅସ୍ଥାୟୀ ଟେଣ୍ଟରେ ଟୋକନ୍ ଯୋଗେ ଶ୍ରଦ୍ଧାଳୁ ମହାପ୍ରସାଦ ପାଇପାରିବେ ବୋଲି ସୁଆର ମହାସୁଆର ନିଯୋଗ ତରଫରୁ କୁହାଯାଇଛି ।

ଅନ୍ୟପଟେ  ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କୁ ଭୋଗଲାଗିବ ମହାପ୍ରସାଦ । ସେପଟେ ମାସେ ପରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହୋଇଛି ସାଧାରଣ ନୀତିକାନ୍ତି ।