
ନୂଆଦିଲ୍ଲୀ,୨୪/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଉର୍ବଶି ରୌତେଲା ତାଙ୍କ ଅନ୍ଦାଜରେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଅଭିନୟ ହେଉ ବା ଷ୍ଟାଇଲ, ଏସବୁ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିତିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଉର୍ବଶୀ । ସବୁବେଳେ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହିତ ଯୋଡି ହୋଇ ରୁହନ୍ତି । ତେବେ ନିକଟରେ ଉର୍ବଶୀ ତାଙ୍କର ଏକ ବ୍ୟାଗକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଏକଦମ୍ ଷ୍ଟାଇଲିଷ୍ଟ ଲୁକରେ ଏକ ଦାମୀ ହ୍ୟାଣ୍ଡବ୍ୟାଗ ସହିତ ସ୍ପଟ ହୋଇଛନ୍ତି । ତେବେ, ଏହି ଫଟୋରେ ସେ ଧରିଥିବା ହ୍ୟାଣ୍ଡବ୍ୟାଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।
ଏହିଫଟୋରେସେଏକଗୋଲାପୀରଙ୍ଗରକ୍ରପଟପ୍ସହିତ,ସବୁଜରଙ୍ଗରପ୍ୟାଣ୍ଟପିନ୍ଧିଥିବାନଜରଆସୁଛନ୍ତି। ହେଲେତାଙ୍କରଏହିଲୁକରେସବୁଠାରୁବେଶିଦର୍ଶକଙ୍କଆକର୍ଷଣକରୁଛିତାଙ୍କବ୍ୟାଗ୍।ଏହାଦେଖିବାକୁଯେମିତି,ଏହାରଦାମ୍ମଧ୍ୟସେମିତିରହିଛି।ଏହାରଦାମ୍ସମସ୍ତଙ୍କୁଆଶ୍ଚର୍ଯ୍ୟକଲାଭଳିରହିଛି।ଆଗ୍ୟାହଁ, ଉର୍ବଶୀଙ୍କରଏହିହ୍ୟାଣ୍ଡବ୍ୟାଗରଦାମ୍ପାଖାପାଖି୧୦ଲକ୍ଷଟଙ୍କା।ଏହାପ୍ରଥମଥରନୁହେଁଯେ,ଉର୍ବଶୀଦାମୀବ୍ୟାଗଧରିଛନ୍ତିବରଂଏହାପୂର୍ବରୁମଧ୍ୟସେଅନେକଥରତାଙ୍କରଦାମୀଡ୍ରେସକୁନେଇଚର୍ଚ୍ଚାରେରହିଛନ୍ତି।
ସୂଚନାଯୋଗ୍ୟ : ଉର୍ବଶୀରୌତେଲାଆଗକୁଏକବିଗ୍ବଜେଟତାମିଲଫିଲ୍ମରେଡେବ୍ୟୁକରିବାକୁଯାଉଛନ୍ତି।


