Saturday, November 14, 2026
Home ଆଞ୍ଚଳିକ ସୋପୋରେରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ସୋପୋରେରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

8

୨୩/୦୭/୨୧ (ଜିଲ୍ଲା ଖବର) : ସୋପୋରେରେ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ୨ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି । ଏମାନେ ଲସ୍କର-ଇ-ତଇବା କମାଣ୍ଡର ହୋଇଥିବା ସୂଚନା ରହିଛି। ଏନେଇ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ରହିଛି। 

ସୂଚନାନୁସାରେ, ସୋପୋରେ ପୁଲିସକୁ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଏକ ଇନପୁଟ୍ ମିଳିବ ପରେ ୱାରପୋରାରେ ଆତଙ୍କବାଦୀଙ୍କ ଦମନ ଲାଗି ଅପରେସନ୍ ଆରମ୍ଭ ହୋଇଥିଲା। କିଛି ଘଣ୍ଟା ଧରି ଆତଙ୍କବାଦୀ ଓ ପୁଲିସ ମଧ୍ୟରେ ଗୁଳି ବର୍ଷା ହେବା ପରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି ଜ୍ଝ କଶ୍ମୀର ପୋଲିସ କହିଛି।