Sunday, November 15, 2026
Home ଆଞ୍ଚଳିକ କାହା ସହ ଡେଟ କରିବେ କହିଲେ କରନ ଜୋହର

କାହା ସହ ଡେଟ କରିବେ କହିଲେ କରନ ଜୋହର

18

ନୂଆଦିଲ୍ଲୀ, ୨୨/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଡାଇରେକ୍ଟର ତଥା ପ୍ରଡ୍ୟୁସର କରନ ଜୋହରଙ୍କୁ କିଏ ବା ନଜାଣେ । କରନ ତାଙ୍କର ଫିଲ୍ମ ଓ ଫ୍ୟାଶନକୁ ନେଇ ବେଶ ପରିଚିତ । ଏହା  ସହିତ ସେ ତାଙ୍କର ପର୍ସନାଲ ଲାଇଫକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ କରନ ଜୋହର ଏକ ବଡ ଖୁଲାସା କରିଛନ୍ତି । ଯାହା ଜାଣିବା ପରେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ ।

ନିକଟରେ ସେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ସେ କାହା ସହ ଡେଟ କରିବାକୁ ଚାହାଁନ୍ତି, ସେକଥା କହିଛନ୍ତି । ପ୍ରକୃତ କଥା ହେଲା, କରନ ଜୋହର ତାଙ୍କର ପୋଷ୍ଟରେ ଲେଖିଛନ୍ତି ଯେ, ‘ ମତେ ଲାଗୁଛି କି, ମୁଁ କେବଳ ଇନଷ୍ଟାଗ୍ରାମ କୁ ଡେଟ କରିବି ! ଆଉ କେହି ମତେ, ଲାଇକ,ବ୍ଲକ୍,ଅନଫଲୋ ଏବଂ ପୁଣି ଫଲୋ କରିବାର ଅନୁମତି ଦେବ ନାହିଁ ‘ । ତାଙ୍କର  ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।