Wednesday, November 18, 2026
Home ଆଞ୍ଚଳିକ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନରୁ ଓହ୍ଲାଇଲେ ଯାତ୍ରୀ

ଯାନ୍ତ୍ରିକ ତ୍ରୁଟି ହେତୁ ବିମାନରୁ ଓହ୍ଲାଇଲେ ଯାତ୍ରୀ

12

ଭୁବନେଶ୍ଵର,୨୨/୦୭/୨୧ (ଜିଲ୍ଲା ଖବର) : ଯାନ୍ତ୍ରିକ ତ୍ରୁଟି ହେତୁ ବିମାନରୁ ଓହ୍ଲାଇଲେ ଯାତ୍ରୀ। ଭିସ୍ତାରା ବିମାନ  ୟୁକେ-୭୮୨ ବିମାନରେ ଏହି ଘଟଣା ଘଟିଛି। ସନ୍ଧ୍ୟା ୮.୪୦ ରେ ବିମାନ ଭୁବନେଶ୍ବର ଛାଡ଼ିବାର ଥିଲା। ତ୍ରୁଟି ସୁଧାରିବା ପରେ ପୁଣି ଯନ୍ତ୍ରୀଙ୍କୁ ବିମାନକୁ ପ୍ରବେଶ ଅନୁମତି ଦିଆ ଯାଇଛି। ଆଉ କିଛି ସମୟ ପରେ ବିମାନ ଭୁବନେଶ୍ବର ଛାଡିବା ସୂଚନା ମିଳିଛି।