Tuesday, November 17, 2026
Home ଆଞ୍ଚଳିକ ସକାଳୁ ସକାଳୁ ଥରିଲା ରାଜସ୍ଥାନ

ସକାଳୁ ସକାଳୁ ଥରିଲା ରାଜସ୍ଥାନ

21

୨୨/୦୭/୨୧ (ଜିଲ୍ଲା ଖବର) : ଥରିଲା ରାଜସ୍ଥାନ । ଆଜି ସକାଳ 7.42 ରେ ରାଜସ୍ଥାନର ବିକାନେର ଅଞ୍ଚଳରରେ 4.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।  ଏନେଇ ନେସନ୍ୟାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ।