
ଭୁବନେଶ୍ୱର, ୨୨/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ 24 ଘଣ୍ଟାରେ 1 ହଜାର 948 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ କ୍ୱାରେନଣ୍ଟାଇନରୁ 1120 ଚିହ୍ନଟ ହୋଇଥିବାବେଳେ 828 ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 480, କଟକରୁ 279, ଯାଜପୁରରୁ 115, ଜଗତସିଂହପୁର 113 ଓ କେନ୍ଦ୍ରାପଡ଼ାରୁ 112 ଜଣ ଆକ୍ରାନ୍ତ ରହିଛନ୍ତି ।


