Home ଜାତୀୟ ସାଉଦୀ ଆରବ ପରିବେଶ, ଜଳ ଓ କୃଷିମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସାଉଦୀ ଆରବ ପରିବେଶ, ଜଳ ଓ କୃଷିମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

11

ସାଉଦୀ ଆରବ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ପରିବେଶ,ଜଳ ଓ କୃଷିମନ୍ତ୍ରୀ ମି. ଅବଦୁଲ ରହମାନ ଅଲ-ଫଦଲିଙ୍କୁ ଭେଟିଛନ୍ତି । ପରିବେଶ, ଜଳ ଓ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଅନେକ ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଆମ ପରିବେଶକୁ ଉତ୍ତମ କରିବା ଏବଂ ଜଳ ଉତ୍ସକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରିବା ନେଇ ଏକାଠି କାମ କରିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ସେ ପୁନଶ୍ଚ ପ୍ରକାଶ କରିଥିଲେ ।