Sunday, November 15, 2026
Home ଆଞ୍ଚଳିକ ଦୁଇ ସ୍ପେଶାଲ ଟ୍ରେନ ବାତିଲ୍

ଦୁଇ ସ୍ପେଶାଲ ଟ୍ରେନ ବାତିଲ୍

9

ଭୁବନେଶ୍ଵର, ୧୭/୦୭/୨୧ (ଜିଲ୍ଲା ଖବର) : ଭୁବନେଶ୍ୱର-ବାଲାଙ୍ଗୀର ଏବଂ  ଭୁବନେଶ୍ୱର କେନ୍ଦୁଝରଗଡ ସ୍ପେଶାଲ ଟ୍ରେନ 20 ଜୁଲାଇ ଠାରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବାତିଲ ରହିବ ।

ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ସ୍ପେଶାଲ ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ଗୁଡିକରେ କାମ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି 20 ଜୁଲାଇ ଠାରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଏବଂ 08456/08455 ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ 20 ଜୁଲାଇ ଠାରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବାତିଲ ରହିବ ।