Home ଜାତୀୟ ରିୟାଦଠାରେ ସାଉଦୀ ଆରବ ଯୁବରାଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ରିୟାଦଠାରେ ସାଉଦୀ ଆରବ ଯୁବରାଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

19

ରିୟାଦ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ମହାମହିମ ଯୁବରାଜ ଅବଦୁଲଅଜିଜ ବିନ ସଲମାନ ଅଲ ସାଉଦଙ୍କ ସହ ମତ ବିନିମୟ କରିଛନ୍ତି । ଏହି ବୈଠକରେ ଶକ୍ତି ସଂକ୍ରାନ୍ତ ଅନେକ ବିଷୟରେ ଆଲୋଚନା କରାଯାଇଥିଲା ଯାହାକି ଭାରତ-ସାଉଦୀ ଆରବ ବନ୍ଧୁତ୍ୱକୁ ଅଧିକ ଶକ୍ତି ଦେଇଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ଶକ୍ତି ହେଉଛି ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ।