
ବାଲିଗୁଡ଼ା ,16/07 {ସୁକାନ୍ତ କୁମାର ତ୍ରିପାଠୀ } : ଚକାପାଦ ବ୍ଲକ ଲାଇନପଡା ବଜାରରେ OD 12B 1808 ଏକ ଟ୍ରାକଟର ବପଲମେଣ୍ଡି ପଟରୁ ଆସୁଥିବା ସମୟରେ ଗୌତମ ନାୟକ ଙ୍କ କୁକୁଡ଼ା ଦୋକାନ ଉପରେ ଚଢ଼ୀଗଲା, ଦୋକାନ ଆଗରେ ଗୋଟେ ଅଜଣା ବ୍ୟକ୍ତି ଠିଆ ହୋଇଥିବା ସମୟରେ ତାଙ୍କ ଉପରେ ଗାଡି ଚଡି ଯିବାରୁ ସେ ଗୁରୁତର ଅବସ୍ଥାରେ ପଡିଥିବା ସମୟରେ ସ୍ଥାନୀୟ ଲୋକମାନେ 108 ଗାଡିକୁ ଡାକି ଉକ୍ତ ବ୍ୟକ୍ତି କୁ ମେଡିକାଲ ସ୍ଥାନାନ୍ତରୀତ କରିଥିଲେ, ପାଖରେ ଥିବା କୁକୁଡ଼ା ଦୋକାନ ମାଲିକ ଅଳ୍ପକେ ବର୍ତ୍ତୀ ଯାଇଥିଲେ, ଲାଇନପଡା ଫାଣ୍ଡି ରୁ ପୋଲିସ ଷ୍ଟାପ ଆସି ଗାଡିକୁ ଓ ଡ୍ରାଇଭର କୁ ଥାନl କୁ ନେଇ ତୋଡନ୍ତ କରୁଛନ୍ତି, ଲାଇନପଡା ବଜାର ଉପରେ ସ୍କୁଲ, କଲେଜେ, ପଞ୍ଚାୟତ, ବ୍ୟାଙ୍କ, ପ୍ରଭୁତି ଥିବାରୁ ରାସ୍ତା ସବୁବେଳେ ଜନଗହଳି ରହୁଛି, ସେଇ ସମୟରେ ଗାଡି ମୋଟର ବହୁତ ଦ୍ରୁତ ଗୋତିରେ ଯିବା ଆସିବl କରୁଛନ୍ତି, ଏବଂ ଛୋଟ ବଡ ଦୁର୍ଘଟଣା ହୋଇ ଧନ ଜୀବନ ନଷ୍ଟ ହେଲାଣି, ଗାଁ ଲୋକଙ୍କ ଦାବି ଯେ ଏହି ରାସ୍ତାରେ କେତୋଟି ହୋମ୍ସ ହୋମ୍ସ କଲେ ଗାଡି ଦୁର୍ଘଟଣାରୁ ରକ୍ଷା ମିଳିବ l




