Saturday, November 14, 2026
Home ଆଞ୍ଚଳିକ ପୌରପରିଷଦ ରେ ଆବାସ ଯୋଜନା ,ଭର୍ତ୍ତା ,ଶ୍ରମିକ କାର୍ଡ ବଣ୍ଟନ

ପୌରପରିଷଦ ରେ ଆବାସ ଯୋଜନା ,ଭର୍ତ୍ତା ,ଶ୍ରମିକ କାର୍ଡ ବଣ୍ଟନ

49

ହିଞ୍ଜିଳିକାଟୁ,୧୬/୭(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ପୌରପରିଷଦ କାଯ୍ୟଳୟ ପରିସରରେ ପୌରପରିଷଦ କାଯ୍ୟନିର୍ଭାଇ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ଙ୍କ ପୌରହିତରେ ଏକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମୁଖ୍ୟଅଥିତି ରୂପେ ହିଞ୍ଜିଳି ବିଧାୟକ ଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ସାନମାନନୀୟ ଅଥିତି ତହସିଲଦାର ପ୍ରଭାତ କୁମାର ପରିଡା ପୂର୍ବତନ ନଗରପାଳ ଶିବରାମ ଗୌଡ଼ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ସୁବାଷ ଚନ୍ଦ୍ର ପୋଲାଇ ଶିକ୍ଷାବିତ ଭୀମସେନ ବେହେରା ଆସ୍କା ଏମ ପି ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ସରୋଜ କୁମାର ପଣ୍ଡା ପିୟାରୀ ମୋହନ ପାଢ଼ୀ ସମେତ ଉପସ୍ଥିତ ରହି  39 ଜଣ ଙ୍କୁ ଆବାସ ଯୋଜନା ସାତ ମାସର 3500 ଟଙ୍କା ଲେଖାଏଁ 21 ଜଣ ଙ୍କୁ ଭର୍ତ୍ତା  ଦିଆଯାଇଥିଲା  ଶ୍ରମିକ କାର୍ଡ 761 ଜଣଂକର ଆସିଥିବା ବେଳେ କୋଭିଡ କଟକଣା କୁ ଦେଖି  10 ଜଣ ଙ୍କୁ ଦିଆ ଯାଇଥିଲା ବାକି କାର୍ଡ ୱର୍ଡ କୁ ଯାଇ ଦିଆଯିବ ବୋଲି ଡ଼ ସାହୁ କହିଥିଲେ ।

ରିପୋର୍ଟ, ରଜନୀକାନ୍ତ ପାତ୍ର ।