Home ଅପରାଧ ଯୁବକଙ୍କୁ ଗିରଫ କରିବା ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ

ଯୁବକଙ୍କୁ ଗିରଫ କରିବା ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ

15

ଭଦ୍ରକ, ୧୬/୦୭/୨୧ (ଜିଲ୍ଲା ଖବର) :  ବିଡିଓଙ୍କ ନିର୍ଦ୍ଦେଶରେ ଜିଆରଏସଙ୍କୁ ମାଡ଼ ମାରିଲେ ମଦ୍ୟପ ଯୁବକ । ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରିବା ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ବର ଗୋପୀନାଥପୁର ପଞ୍ଚାୟତର ଜି.ଆର.ଏସ ପୁରୁଷୋତ୍ତମ ବାରିକଙ୍କୁ ମାଡ଼ ମାରିଛନ୍ତି କିଛି ଦୁର୍ବୃତ୍ତ । ବିଡିଓଙ୍କ ନିର୍ଦେଶରେ ପୁରୁଷୋତ୍ତମଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।