
ବ୍ରହ୍ମପୁର,୧୬/୦୭/୨୧ (ଜିଲ୍ଲା ଖବର) : ଜ୍ୱାଇଁଙ୍କୁ ପଥରର ଛେଚି ହତ୍ୟା । ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ରଣ୍ଡା ଗାଁର ହରିଜନ ସାହିରେ । ଝିକିପଦର ଗାଁରୁ ଶ୍ୱଶୁର ଘର ରଣ୍ଡାକୁ ଆସିଥିଲେ ଦିଲୀପ ଦାସ । ତେବେ ତାଙ୍କୁ ଶ୍ୱଶୂର ଘରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ।



