Thursday, November 12, 2026
Home ଆଞ୍ଚଳିକ ବିଲଡର ତଥା ଫିଲ୍ମ ନିର୍ଦେଶକ ନିରଞ୍ଜନ ରଣା ଅଟକ

ବିଲଡର ତଥା ଫିଲ୍ମ ନିର୍ଦେଶକ ନିରଞ୍ଜନ ରଣା ଅଟକ

63

ଭୁବନେଶ୍ଵର, ୧୬/୦୭/୨୧ (ଜିଲ୍ଲା ଖବର) : ବିଲଡର ତଥା ଫିଲ୍ମ ନିର୍ଦେଶକ ନିରଞ୍ଜନ ରଣା ଅଟକ। ଫ୍ଲାଟ ଦେବାକୁ କହି ଲୋକଙ୍କୁ ଠକିଥିବା ଅଭିଯୋଗରେ ନିରଞ୍ଜନଙ୍କୁ ସହିଦନଗର ଥାନା ପୋଲିସ ଅଟକ ରଖିଛି । ତାଙ୍କ ନାଁରେ 6ଟି କେସ୍‌ ରହିଛି ।

ତାରିଣୀ ରିଅଲ ଇଷ୍ଟକର୍ଣ୍ଣ ନାମକ ଏକ ବିଲଡର ସଂସ୍ଥା କରି ଜମି ଦବା ନାରେ ଲୋକଙ୍କୁ ଠକୁଥିଲେ। ନିରଞ୍ଜନଙ୍କ ଘର, ଅଫିସ ଓ ପ୍ରୋଜେକ୍ଟ ଚାଲିଥିବା ଜାଗାରେ ପୋଲିସ ଚଢ଼ାଉ କରିଛି।