ଅଦା ବୋଝେଇ ଟ୍ରକରୁ ବିପୁଳ ଗଞ୍ଜେଇ ଜବତ

19

କୋରାପୁଟ, ୧୬/୦୭/୨୧ (ଜିଲ୍ଲା ଖବର) : କୋରାପୁଟ ପୋଲିସକୁ ବଡ଼ ସଫଳତା ମିଳିଛି। ଜୟପୁର-କୋରାପୁଟ ଘାଟିରୁ ସବୁଜ ଜହରକୁ ପୋଲିସ ଜବତ କରିଛି।

ଗଞ୍ଜେଇ ମାଫିଆ ନୂଆ ନୂଆ ପନ୍ଥା ଆପଣାଉଥିବା ବେଳେ  ପୋଲିସ ମାଫିଆକୁ ଚକମା ଦେଇଛି । ପଞ୍ଜାବର ଏକ ସ୍ୱତନ୍ତ୍ର ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଯାଉଥିଲା ।