Home ଆଞ୍ଚଳିକ ସାଲେପାଲି ଚାରଭଟା ପେକ୍ସ ସମ୍ପାଦକଙ୍କ ଘରେ ଭିଡିଲାନ୍ସ ରେଡ୍

ସାଲେପାଲି ଚାରଭଟା ପେକ୍ସ ସମ୍ପାଦକଙ୍କ ଘରେ ଭିଡିଲାନ୍ସ ରେଡ୍

7

ବଲାଙ୍ଗୀର,୧୬/୦୭/୨୧ (ଜିଲ୍ଲା ଖବର) :  ବଲାଙ୍ଗିର ଜିଲ୍ଲା ସାଲେପାଲି ଚାରଭଟା ପେକ୍ସ ସମ୍ପାଦକ ମସୁଦ ମହମ୍ମଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି । ଏକ କାଳୀନ ତିନୋଟି ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ ପୈତୃକ ଘର ସହ ଚାରଭଟା ପେକ୍ସ ଅଫିସ ଓ ଦାଇତ୍ୱରେ ଥିବା ଦୁବଲା ପେକ୍ସ ଅଫିସରେ ରେଡ୍ ହୋଇଛି ।