Tuesday, October 13, 2026
Home ଅପରାଧ ଆସନ୍ତାକାଲି ପରି ହତ୍ୟା ମାମଲାର ଶୁଣାଣି

ଆସନ୍ତାକାଲି ପରି ହତ୍ୟା ମାମଲାର ଶୁଣାଣି

13

୧୫/୦୭/୨୧ (ଜିଲ୍ଲା ଖବର) :  ସୁପ୍ରିମକୋର୍ଟରେ ପରି ହତ୍ୟା ମାମଲାର ଶୁଣାଣି  ଆସନ୍ତାକାଲିକୁ ପୁଣି ରହିଲା । ଓଡିଶା ହାଇକୋର୍ଟ ଦେଇଥିବା ରାୟର କପିକୁ ସୁପ୍ରିମକୋର୍ଟରେ ଦାଖଲ ପାଇଁ ନିର୍ଦେଶ ଦେଲେ କୋର୍ଟ । ଆଜି ସୁଦ୍ଧା ଅର୍ଡର କପି ଦାଖଲ କରିବାକୁ ଆବେଦନକରୀଙ୍କୁ କହିଲେ କୋର୍ଟ ।

ବିଚାରପତି ଏମ ଖାନୱିଲଙ୍କର ଙ୍କ ଦୁଇ ଜଣିଆ ବେଞ୍ଚରେ ମାମଲାର ଶୁଣାଣି ।  ସିବିଆଇ ତଦନ୍ତ ଦାବି କରିଛନ୍ତି ପରି ର ମାଆ ସୌଦାମିନୀ । ରାଜ୍ୟ ସରକାର ସିବିଆଇ ତଦନ୍ତ ର ଆବଶ୍ୟକତା ନଥିବା ସୁପ୍ରିମକୋର୍ଟ ରେ ପକ୍ଷ ରଖିଛନ୍ତି । ରାଜ୍ୟ ସରକାର ସଠିକ ତଦନ୍ତ କରି ନଥିବା ଅଭିଯୋଗ କରିଛନ୍ତି ପରି ର ମା ।