
ବାଲେଶ୍ୱର, ୧୫/୦୭/୨୧ (ଜିଲ୍ଲା ଖବର) : ଜଳେଶ୍ୱରରେ ଗ୍ରୀନ-ରେ ଚିଟଫଣ୍ଡ୍ ସ୍କାମ ମାମଲାରେ କ୍ରାଇମବ୍ରାଞ୍ଚର 6 ଜଣିଆ ଟିମ୍ ର ଚଢାଉ । ମୁଖ୍ୟ ପରିଚାଳକ ଙ୍କ ଦୁଇ ଭାଇ ମିର ଜମିର ଓ ମିର ସୈମତ ଓରଫ କାଲୋକୁ ଗିରଫ କରିଛି CBI । ପୂର୍ବରୁ 2017, 4 ଫେବ୍ରୁଆରୀ ରେ କୋଲକାତା ଏୟାରପୋର୍ଟ ରୁ ମୁଖ୍ୟ ପରିଚାଳକ ମିର ସହିରୁଦ୍ଦିନ ଓରଫ ଗୋରାକୁ ଗିରଫ କରିଥିଲା CBI । ଏହି ସଂସ୍ଥା ସାରା ଦେଶରେ 2000 କୋଟି ଲୁଟି ଥିବାବେଳେ ଓଡିଶା ରୁ 500 ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଲୁଟି ଥିବା ଅଭିଯୋଗ ରହିଛି ।



