Wednesday, November 11, 2026
Home ଆଞ୍ଚଳିକ ଆଜି ଦେଶର ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ମୋଦି, ସ୍କିଲ ଇଣ୍ଡିଆ ମିସନକୁ ପୁରୁଛି ୬ ବର୍ଷ

ଆଜି ଦେଶର ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ମୋଦି, ସ୍କିଲ ଇଣ୍ଡିଆ ମିସନକୁ ପୁରୁଛି ୬ ବର୍ଷ

6

ନୂଆଦିଲ୍ଲୀ,୧୫/୦୭/୨୧ (ଜିଲ୍ଲା ଖବର) : ଆଜି ଦେଶର ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୦ଟା ୩୦ରେ ଡିଜିଟାଲ ସମାରୋହରେ ସମ୍ବୋଧନ କରିବେ ମୋଦି । ସ୍କିଲ ଇଣ୍ଡିଆ ମିସନର ୬ ବର୍ଷର ସ୍ମୃତିଚାରଣ ଉଦ୍ଦେଶ୍ୟରେ ହେଉଛି ସମାରୋହ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଉପସ୍ଥିତ ରହିବେ ।