Monday, November 16, 2026
Home ଆଞ୍ଚଳିକ ୨୪ ଘଣ୍ଟା ମଧ୍ୟରେ ୨୧୧୦ କରୋନା ପଜିଟିଭ୍ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ୨୧୧୦ କରୋନା ପଜିଟିଭ୍ ଚିହ୍ନଟ

9

ଭୁବନେଶ୍ୱର,୧୫/୦୭/୨୧ (ଜିଲ୍ଲା ଖବର) : ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୭୮୫୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧୩ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୯୭ ଜଣ ଲୋକାଲ୍ କେସ୍ ରହିଛନ୍ତି ।