Monday, November 16, 2026
Home ଆଞ୍ଚଳିକ ଅରୁଣ କୁମାରଙ୍କ ଉପରେ ରାଜନୈତିକ ବ୍ୟାପାର ଦାୟିତ୍ଵ ନ୍ୟସ୍ତ କଲା ଆରଏସଏସ

ଅରୁଣ କୁମାରଙ୍କ ଉପରେ ରାଜନୈତିକ ବ୍ୟାପାର ଦାୟିତ୍ଵ ନ୍ୟସ୍ତ କଲା ଆରଏସଏସ

12

୧୩/୦୭/୨୧ (ଜିଲ୍ଲା ଖବର) : ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ RSSରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ହୋଇଛି। ଅରୁଣ କୁମାରଙ୍କ ଉପରେ ରାଜନୈତିକ ବ୍ୟାପାର ଦାୟିତ୍ଵ ନ୍ୟସ୍ତ କରାଯାଇଛି ।

 ସଂଘ ତରଫରୁ ସେ ବିଜେପି ସହ ସମନ୍ଵୟ ରକ୍ଷା କରିବେ । ତେବେ ପୂର୍ବରୁ ଅନେକ ବର୍ଷ ଧରି ଜାତୀୟ ମିଡ଼ିଆ ଦାୟିତ୍ଵରେ ରହିଥିଲେ ଅରୁଣ।

ସଂଘର ସାଂଗଠନିକ କାର୍ଯ୍ୟରେ ବଡ଼ ଭୂମିକା ରାଜନୈତିକ ସମନ୍ଵୟକାରୀ ତୁଲାଇଥାନ୍ତି। ମଧ୍ୟପ୍ରଦେଶର ଚିତ୍ରକୂଟଠାରେ ଚାଲିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ କ୍ରିଷ୍ଣା ଗୋପାଲ ଏହି ଦାୟିତ୍ଵରେ ଥିଲେ।