Home ଅପରାଧ ବୋଲେରୋ ଧକ୍କାରେ ଦୁଇ ଗୁରୁତର

ବୋଲେରୋ ଧକ୍କାରେ ଦୁଇ ଗୁରୁତର

10

କୋରାପୁଟ , ୧୩/୦୭/୨୧ (ଜିଲ୍ଲା ଖବର) : ବୋଲେରୋ ଧକ୍କାରେ ଦୁଇ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଯାଉଥିବା ବେଳେ ବୋଲେରୋ ଦୁଇଜଣଙ୍କୁ ଧକ୍କା ଦେବା ଦ୍ଵାରା ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ।

ସେଇ ରାସ୍ତା ଦେଇ ଲଷ୍ମୀପୂର ବିଧାୟକ ଶ୍ରୀ ପ୍ରଭୁ ଜାନି କୋରାପୁଟ ଅଭିମୁଖେ ଆସୁଥିବା ସମୟରେ ଘଟଣା  ସ୍ଥଳରେ ଆହତ ମାନଙ୍କୁ ଦେଖିଥିଲେ ଏବଂ ଆହାତ ଵ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସରେ କାକିରିଗୁମା ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଥିଲେ। ଘଟଣାସ୍ଥଳରୁ ବୋଲେରୋ ଫେରାର ହୋଇ ଯାଇଛି।