Monday, November 16, 2026
Home ଆଞ୍ଚଳିକ ଆଣ୍ଡାମାନ ଦୀପ ଅଞ୍ଚଳରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨

ଆଣ୍ଡାମାନ ଦୀପ ଅଞ୍ଚଳରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨

10

ନୂଆଦିଲ୍ଲୀ,୧୩/୦୭/୨୧ (ଜିଲ୍ଲା ଖବର) : ଆଣ୍ଡାମାନ ଦୀପ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହେଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରହିଥିବା ଜଣାପଡ଼ିଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ଦେଇଛି ।