Monday, November 16, 2026
Home ଆଞ୍ଚଳିକ ବଜ୍ରପାତ ଘଟି ୧୨ ମୃତ୍ୟୁ

ବଜ୍ରପାତ ଘଟି ୧୨ ମୃତ୍ୟୁ

11

ନୂଆଦିଲ୍ଲୀ,୧୨/୦୭/୨୧ (ଜିଲ୍ଲା ଖବର) : ବଜ୍ରପାତ ଘଟି ୧୨ ମୃତ୍ୟୁ। ରବିବାର ଦିନ ପ୍ରବଳ ବର୍ଷା ସହ ବଜ୍ରପାତ ଘଟି  ଉତ୍ତର ପ୍ରେଦଶ 12 ଜଣଙ୍କର ମୃତ୍ୟୁ ଘଟିଛି।  ଭିନ୍ନ ଭିନ୍ନ ଥାନା ଅଞ୍ଚଳରୁ ଏହି ୧୨ ଜଣଙ୍କର ମୃତ୍ୟୁ ଘଟିଛି।  

ମୃତକଙ୍କ ମଧ୍ୟରେ ସୋରାମ୍ବରେ ରହୁଥିବା ଶାଶୁ ଏବଂ ବୋହୂ  ସାମିଲ ଅଛନ୍ତି। ମୃତକଙ୍କ ମଧ୍ୟରୁ କେତେଜଣ କ୍ଷେତରେ କାମ କରୁଥିବାବେଳେ ମୃତ୍ୟୁବରଣ କରିଛନ୍ତି ଏବଂ ଆଉ କେତେକ ଜଣ ଘରକୁ ଫେରୁଥିବାବେଳେ ଏହି ଅଘଟଣ ଘଟିଥିଲା।