Wednesday, November 11, 2026
Home ଆଞ୍ଚଳିକ ଗାଧୋଉ ଥିବାବେଳେ ଭାଷିଗଲେ ବାପ-ପୁଅ

ଗାଧୋଉ ଥିବାବେଳେ ଭାଷିଗଲେ ବାପ-ପୁଅ

7

ନୂଆଦିଲ୍ଲୀ,୧୨/୦୭/୨୧ (ଜିଲ୍ଲା ଖବର) : ଗ୍ରୀଷ୍ମ ଋତୁରେ ନଦୀରେ ଯାଇ ଗାଧୋଇବା ଲୋକ ଏବଂ ପର୍ଯ୍ୟଟକଙ୍କ ପାଇଁ ବିପଜ୍ଜନକ ବୋଲି ପ୍ରମାଣିତ ପ୍ରତିଥର ହେଉଛି। ପୁଣି ଥରେ ଏଭଳି  ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।  ଉତ୍ତରାଖଣ୍ଡର ରାମଗଙ୍ଗାନଦୀରେ ଗାଧୋଉଥିବା ବେଳେ ଭାଷିଗଲେ ବୁଲିବାକୁ ଆସିଥିବା ବାପା, ପୁଅ।

ଅନ୍ୟ ୬ ଜଣଙ୍କ ଜୀବନ ବଞ୍ଚିଯାଇଥିବାବେଳେ କିନ୍ତୁ ବାପ ଏବଂ ପୁଅ ପ୍ରବଳ ଜଳ ସ୍ରୋତର ଭାଷିଯାଇଥିଲେ।  ମୃତ୍ୟବରଣ କରିଥିବା ବାପ ପୁଅ ହେଉଛନ୍ତି ମୁରାଦବାଦର ବାସିନ୍ଦା।  ଘଟଣାସ୍ଥର ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।