Sunday, November 15, 2026
Home ଆଞ୍ଚଳିକ ନିଷ୍କାସିତ ହେବ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ

ନିଷ୍କାସିତ ହେବ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ

12

ସମ୍ବଲପୁର, ୧୧/୦୭/୨୧ (ଜିଲ୍ଲା ଖବର) : ଆଜି ସକାଳ ୧୧ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏନେଇ ତଳମୁଣ୍ଡର ୧୨ଟି ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।

ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଡ୍ୟାମ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏନେଇ ହୀରାକୁଦ ଡ୍ୟାମର  ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଲିଖିତ ଭାବେ ଅବଗତ କରିଛନ୍ତି ।