Home ଆଞ୍ଚଳିକ ପାକିସ୍ଥାନକୁ ୫୨ ରନରେ ପରାସ୍ତ କଲା ଇଂଲଣ୍ଡ

ପାକିସ୍ଥାନକୁ ୫୨ ରନରେ ପରାସ୍ତ କଲା ଇଂଲଣ୍ଡ

12

୧୧/୦୭/୨୧ (ଜିଲ୍ଲା ଖବର) : ଲର୍ଡସ ଗ୍ରାଉଣ୍ଡରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ମ୍ୟାଚରେ ପାକିସ୍ତାନ ପରାସ୍ତ ହୋଇଛି। ଲୁଇସ୍ ଗ୍ରେଗୋରୀଙ୍କ ଅଲରାଉଣ୍ଡର ସଫଳତା  ତଥା ସାକିବ ମହମୁଦଙ୍କ ସୁପର ବୋଲିଂ ଇଂଲଣ୍ଡକୁ ଜିତିବାରେ ସାହାଯ୍ୟ କରିଥିଲା।

ବର୍ଷା ଯୋଗୁଁ ଦୁଇପକ୍ଷକୁ ୪୭ ଓଭରକୁ ଖେଳିବାକୁ ଦିଆଯାଇଥିଲା। ଶନିବାର ଦ୍ଵିତୀୟ ଦିନିକିଆରେ ଇଂଲଣ୍ଡ 45.2 ଓଭରରେ 247 ରନ୍ କରି କରିଥିଲା। ତେବେ ପାକିସ୍ଥାନ ୪୧ ଓଭରରେ ୧୯୫ ରନ କରି ଅଲଆଉଟ ହୋଇଯାଇଛି। ଫଳରେ ୫୨ ରନରେ ଇଂଲଣ୍ଡ ବିଜୟୀ ହୋଇଛି।