
ହିଞ୍ଜିଳିକାଟୁ,୧୦/୭(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ବ୍ଲକ୍ ରେ ଆରମ୍ଭ ହେଲା ମୋ ନିବେଦନ କାର୍ଯ୍ୟକ୍ରମ ବିଡିଓ ସୁବ୍ରତ ଜେନା ଙ୍କ ପରେ ହିଞ୍ଜିଳିକାଟୁ ବ୍ଲକ୍ ଦୁର୍ବନ୍ଧ, ବେଲଗାଁ, ଦୟାପଲ୍ଲୀ, କଞ୍ଚୁଡୁ ଗ୍ରାମ ପଞ୍ଚାୟତ ର ସମସ୍ୟା କୁ ନେଇ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯାଇଥିଲା । ବ୍ଲକ୍ ର ଅଭିଯୋଗ ଗ୍ରହଣ କରିଥିବ ଜଣାପଡ଼ିଛି । ମୋ ନିବେଦନ କାର୍ଯ୍ୟକ୍ରମ ମାଧ୍ୟମ ରେ ପ୍ରତେକ ଶନିବାର ଦିନ ୪ଟି ଲେଖାଏ ଅଭିଯୋଗ ଗ୍ରହଣ କରାଯିବ ବୋଲି ବିଡିଓ ସୁବ୍ରତ ଜେନା ସୂଚନା ଦେଇଛନ୍ତି ।
ରିପୋର୍ଟ, ରଜନୀକାନ୍ତ ପାତ୍ର ।



