
ହିଞ୍ଜିଳିକାଟୁ,୧୦/୭(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ଜେ ଏମ ଏଫ ସି କୋର୍ଟ ପରିସରରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ ଙ୍କ ତତ୍ଵାବଧାନରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ ଷ୍ଟେଟବ୍ୟାଙ୍କ ହିଞ୍ଜିଳିକାଟୁ ଏଗାର ଜଣ ଙ୍କ ଫଇସଲା କରି ସେମାନଙ୍କ ଠାରୁ ୩ଲକ୍ଷ ଷାଠିଏହଜାର ଆଦାୟ କରିଥିବା ବେଳେ ସାରୁ ଷ୍ଟେଟ ବ୍ୟାଙ୍କ ଜଣକ ଠାରୁ 60.000ଟଙ୍କା ଆଦାୟ କରିଥିଲେ ଏସ ବି ଆଇ ର ଆଞ୍ଚଳିକ ପ୍ରବନ୍ଧକ ବେରହମ୍ପୁର ରବୀନ୍ଦ୍ର ସେନାପତି କ୍ଷେତ୍ରୀୟ କାଯ୍ୟଳୟ ବେରହମ୍ପୁର ମୁଖ୍ୟ ପ୍ରବନ୍ଧକ ବି ମହେନ୍ଦ୍ର ହିଞ୍ଜିଳିକାଟୁ ଶାଖା ପ୍ରବନ୍ଧକ ସତ୍ୟସିସ ପଟ୍ଟନାୟକ ସାରୁ ଶାଖା ପ୍ରବନ୍ଧକ ଶିବାଜୀ ପଟ୍ଟନାୟକ ବ୍ୟାଙ୍କ ଓକିଲ ରାମଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଥିଲେ ଜେ ଏମ ଏଫ ସି କୋର୍ଟ ର 7ଟି ମାମଲା ର ଫଇସଲା ହୋଇଥିଲା କାଜ୍ୟକ୍ରମ ରେ ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ଉପ ସଭାପତି ଉପେନ୍ଦ୍ର ପଣ୍ଡା ବରିଷ୍ଠ ଆଇନଜୀବି ମୁକ୍ତିରମ ସାବତ ଜଗତ ମୋହନ ସାହୁ ଜିତେନ୍ ପ୍ରହରାଜ ମହେନ୍ଦ୍ର ପାତ୍ର ଶିବରାମ ପଣ୍ଡା ଜି ନାଗରାଜ ଟୁନା ସେଠି ପିତାମ୍ବର ସାହୁ ସମେତ ବହୁ ଆଇନଜୀବି ସହ କୋର୍ଟ ର ବରିଷ୍ଠ କିରାଣୀ ଶିବରାମ ପଟ୍ଟନାୟକ ସହ ସମସ୍ତ କର୍ମଚାରୀ କାଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ରିପୋର୍ଟ, ରଜନୀକାନ୍ତ ପାତ୍ର ।


