Tuesday, October 20, 2026
Home ଅପରାଧ ୫ ସାଇବର ଠକଙ୍କୁ ଗିରଫ କଲା ପୋଲିସ

୫ ସାଇବର ଠକଙ୍କୁ ଗିରଫ କଲା ପୋଲିସ

13

୦୯/୦୭/୨୧ (ଜିଲ୍ଲା ଖବର) : ହାଇଦ୍ରାବାଦରେ କ୍ରାଇମ, ଭୁବନେଶ୍ୱରରେ ଗିରଫ । ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ହୋଇଛନ୍ତି । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ପୋଲିସ ଏମାନଙ୍କୁ ଗିରଫ କରିଛି ।

ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମ କରିଥିବା ନେଇ ଅଭିଯୋଗ ହୋଇଛି । ଏମାନଙ୍କୁ ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିସନରେଟ ପୋଲିସ । ଏହାସହ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।