Thursday, November 12, 2026
Home ଆଞ୍ଚଳିକ ସୁପ୍ରିମକୋର୍ଟଙ୍କ ରାୟ, ପୁରୀ ଛଡା ଅନ୍ୟ କେଉଁଠି ହେବନି ରଥଯାତ୍ରା

ସୁପ୍ରିମକୋର୍ଟଙ୍କ ରାୟ, ପୁରୀ ଛଡା ଅନ୍ୟ କେଉଁଠି ହେବନି ରଥଯାତ୍ରା

13

୦୬/୦୭/୨୧ (ଜିଲ୍ଲା ଖବର) :  ପୁରୀ ଛଡା ଅନ୍ୟ କେଉଁଠି ହେବନି ରଥଯାତ୍ରା । ରଥୟାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କଲେ ସୁପ୍ରିପକୋର୍ଟ । କେନ୍ଦ୍ରାପଡା, ନୀଳଗିରି, ଭଟଲିରେ ରଥଯାତ୍ରା ଆୟୋଜନା ପାଇଁ ହୋଇଥିଲା ଆବେଦନ । ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟର ଖଣ୍ଡପୀଠ କଲେ ଖାରଜ ।