
୦୬/୦୭/୨୧ (ଜିଲ୍ଲା ଖବର) : ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରହିଛି 3.7 ମ୍ୟାଗ୍ନିଟ୍ୟୁଡ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ହରିୟାଣାର ଝାଜରଠାରୁ 10 କିଲୋମିଟର ଉତ୍ତର ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଅଞ୍ଚଳରେ କ୍ଷୟକ୍ଷତି ନେଇ ନାହିଁ କୌଣସି ସୂଚନା ।


