Saturday, October 10, 2026
Home ଆଞ୍ଚଳିକ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ, କୁଲାଙ୍ଗ ଗ୍ରାମପରିଦର୍ଶନ

ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ, କୁଲାଙ୍ଗ ଗ୍ରାମପରିଦର୍ଶନ

38

ପାରଳାଖେମୁଣ୍ଡି, (ଜ଼ିଲ୍ଲା ଖବର) : ଗୁମା ବ୍ଲକ ବଡ-କଳ।କୋଟ ପଞ୍ଚାୟତ ଅନ୍ତର୍ଗତ କୂଲାଙ୍ଗ ଗ୍ରାମ ରେ ହୋଇଥିବା ଭୁସ୍ଖଳନ ସ୍ଥାନ ପରିଦର୍ଶନ କଲେ ଓ ଗ୍ରାମ ବାସୀ ଙ୍କ ସହ ଆଲଚନା କଲେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗୋମଙ୍ଗ । ନଷ୍ଟ ହୋଇଥିବା ଘର ଗୁଡିକ କିଭଳି ପୁଣି ହୋଇପାରିବ ସରକାର ସହାୟତା ରେ ତାପ୍ରତି ଦୁଷ୍ଟି ଦେବେବଲି କହିଛନ୍ତି ।ଏଭଳି ଗ୍ରାମ ର ଦୃଶ୍ୟ ଦେଖି ଗଭୀର ଦୁଃଖ ପ୍ରକାଶ କରିଥିଲେ । ତୁରନ୍ତ ସରକାର ଙ୍କୁ ଅନୁରଧ କରି କିପରି ଥଇଥାନ ହୋଇପାରିବେ ତା ବିଷୟ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ଗମାଙ୍ଗ ଘର ଘର ବୁଲି ଲୋକ ମାନଙ୍କୁ ଆଶ୍ୱାସନ ଦେବା ସହ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । କୁଲାଙ୍ଗ ରେ ଥିବା ଚର୍ଚ୍ଚ ରେ ଏକ ପ୍ରାଥନା ସଭା କରିଥିଲେ । କୁଲାଙ୍ଗ ଗ୍ରାମ ଗ୍ରସ୍ତ ରେ ତାଙ୍କୁ ସହଯୋଗ କରିଥିଲେ ପାରଳାଖେମୁଣ୍ଡି ର ସମସ୍ତ ଙ୍କ ପ୍ରିୟ ପୂର୍ବତନ ଉପାଧକ୍ଷ ସଞ୍ଜୟ କୁମାର ଅଧିକାରୀ ଗୁମା ପୂର୍ବତନ ଉପାଧ୍ୟକ୍ଷ ବେନିକ ଗୋମଙ୍ଗ , କୁନା ମାଝି, ଲଳିତମହନ ଦଣ୍ଡସେନା, ସନ୍ତୁ ସାହୁ, ମଣ୍ଡୁ ଲିମା, ଲବ ସାହୁ ଓ ଅନ୍ୟାନ୍ୟ କଂଗ୍ରେସର ସମସ୍ତ କର୍ମକର୍ତ୍ତା ମାନେ ସେଠାରେ ପହଞ୍ଚି ସହଯୋଗ କରିଥିଲେ।