
ଶେରଗଡ,୫/୦୭(ଅଖିଳ କୁମାର ପଟ୍ଟନାୟକ) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ର ଶେରଗଡ଼ ସହର ରେ ଡ୍ରେନେଜ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଜଳ ନିଷ୍କାସନ ନହୋଇ ପରିବା ଯୋଂଗୁ ଅସରାଏ ବର୍ଷା ରେ ମଧ୍ୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି |ତାକୁ ଆଖିଆଗରେ ରଖି ବ୍ଲକ ପ୍ରଶାସନ ଡ୍ରେନେଜ ବ୍ୟବସ୍ଥାକୁ ସୁଧାର ଆଣିବା ଯୁଦ୍ଧ କାଳୀନ ଭିତରେ ରାସ୍ତା ଜବର ଦଖଲ ଉଛେଦ ପ୍ରକ୍ରିୟା ଜାରି ରହିଛି |କିଛି ଅଘଟଣ କୁ ଏଡାଇବା ପାଇଁ ଶେରଗଡ଼ ପୋଲିସ ମୁତୟନ ରହିବା ସହ ତହସିଲଦାର dr ଦୟାସିନ୍ଧୁ ପରିଡା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଳିକ, ମନୋଜ ନାହାକ ଆଇ ଆଇ ସି ମମତା ସାମନ୍ତରାୟ, pw d je ବନୋଜ କୁମାର ସେଠୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଁଳା ରେ ଉଛେଦ ପ୍ରକ୍ରିୟା ଚାଲୁ ରହିଛି |



