Monday, November 16, 2026
Home ଆଞ୍ଚଳିକ ଆଜି ରାଜ୍ୟରେ 2803 କରୋନା ସଂକ୍ରମଣ ଚିହ୍ନଟ

ଆଜି ରାଜ୍ୟରେ 2803 କରୋନା ସଂକ୍ରମଣ ଚିହ୍ନଟ

11

ଭୁବନେଶ୍ୱର,୦୫/୦୭/୨୧ (ଜିଲ୍ଲା ଖବର) : ଆଜି ରାଜ୍ୟରେ 2803 କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 1597 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 1206। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା 924699ରେ ପହଞ୍ଚିଲାଣି।