Wednesday, November 18, 2026
Home ଆଞ୍ଚଳିକ ଶେରଗଡ ଜାତୀୟ ରାଜପଥ ରୁ ୨୫ଟି ଟ୍ରକଓଟାକ୍ଟର ଜବତ

ଶେରଗଡ ଜାତୀୟ ରାଜପଥ ରୁ ୨୫ଟି ଟ୍ରକଓଟାକ୍ଟର ଜବତ

42

ଶେରଗଡ ,୪/୭/୨୧(ଅଖିଳ କୁମାର ପଟ୍ଟନାୟକ) : ଆଜି ସକାଳୁ ସକାଳୁ ଶେରଗଡ ତହସିଲଦାର ଡ଼ଃ ଦୟାସିଂଧୁପରିଡା ଓ ରାଜସ୍ୱ ନୀରକ୍ଷକ ଶେରଗଡ ଜାତୀୟ ରାଜପଥରେ ସହକର୍ମୀକଂସହ ଅଚାନକ ଚଢାଉ କରି ବାଲି ଓ ମୋରମ ଚୋରା ଚାଲାଣ ହେଉଥିବା ପ୍ରାୟ ୨୫ଟିଟ୍ରକ ଓ ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି। ଶେରଗଡ ଅଞ୍ଚଳରେ ଚୋରା ବାଲି ଓ ମୋରମ ମାଫିଆମାନକୁଂ ଜବତ କରିବାପାଇଁ ତହସିଲଦାର ଅହରହ ପ୍ରୟାସ କରୁଥିବା ଜଣାପଡ଼ିଛି ।