
୦୪/୦୭/୨୧ (ଜିଲ୍ଲା ଖବର) : ପାଲଘର ନିକଟରେ ଥିବା ଭାରତ କେମିକାଲ୍ସରେ ବଡଧରଣର ବିସ୍ଫୋରଣ । ଏଥିରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ନିକଟସ୍ଥ ଥୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁମ୍ବାଇ ବୋଇସାର ତାରାପୁର ଇଣ୍ଡଷ୍ଟ୍ରିୟାଲ ଅଞ୍ଚଳରେ ବିଳମ୍ବିତ ରାତିରେ ବିସ୍ଫୋରଣ ଘଟିଥିଲା । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହାର ପ୍ରକୃତ କାରଣ ଜଣାପଡିନାହିଁ ।


