Tuesday, October 13, 2026
Home ଆଞ୍ଚଳିକ ବାରଖମା ର C.R.P.F G/୧୨୭ BN ଯବାନକଂ ଦୁରା ବନ ମହତ୍ସବ ଦିବସ ଓ ସପ୍ତାହ...

ବାରଖମା ର C.R.P.F G/୧୨୭ BN ଯବାନକଂ ଦୁରା ବନ ମହତ୍ସବ ଦିବସ ଓ ସପ୍ତାହ ପାଳନ”

47

ବାଲିଗୁଡ଼ା , 03/07 { ସୁକାନ୍ତ କୁମାର ତ୍ରିପାଠୀ } : ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସମ୍ପଦ କୁ ଆଧାର କରି 72ତମ ବନମହତ୍ସବ ବାରଖମା ର C.R.P.F G/୧୨୭ BN ଯବାନମାନେ ଦୁରା INSP/GD-Venu K.M. ଏବଂ ବାରଖମା ଫାଣ୍ଡି ଅଧିକାରୀ , ବାରଖମା ସ୍ଵସ୍ଥ ସେବକ ଗଣ ଓ ବାଲିଗୁଡା ବନ ଭିଭାଗର ଫୋରେଷ୍ଟ ଗାର୍ଡ ଶ୍ରୀମତୀ ବର୍ଷା ରାନୀ ମହାପାତ୍ର ଓ ଅନ୍ୟାନ୍ୟ କର୍ମୀମାନେ ବନ ମହତ୍ସବ ଦିବସ ଓ ସପ୍ତାହ ପାଳନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଆଜି ସେମାନେ ୧୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ ବାରଖମାର ଫାଣ୍ଡି ଉପରେ କରିଥିଲେ ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଗକୁ ଚାଲୁ ରହିବ ବୋଲି C.R.P.F G/୧୨୭ BN ଯବାନମାନେ ପ୍ରକାଶ କରିଛନ୍ତି ।