Wednesday, November 11, 2026
Home ଆଞ୍ଚଳିକ ଆମ୍ବୁଲାନ୍ସ ସେବା ଯୋଗାଇବ ‘ ମମ୍ ‘

ଆମ୍ବୁଲାନ୍ସ ସେବା ଯୋଗାଇବ ‘ ମମ୍ ‘

252

ଆସିକା,୦୩/୦୭/୨୧ (ଜିଲ୍ଲା ଖବର) : ଜରୁରୀ ପରିସ୍ଥିତିରେ ସାଧାରଣ ଲୋକ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସିକା ତଥା ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଆସିକାର ‘ ପ୍ରଣବ ଏଜୁକେସନାଲ୍ ସୋସାଇଟି ‘ ତଥା ମମ୍ ଅନୁଷ୍ଠାନ ପକ୍ଷରୁ ଏକ ଆମ୍ବୁଲାନ୍ସକୁ ସାଧାରଣ ଲୋକଙ୍କ ପାଇଁ ସମର୍ପିତ କରାଯାଇଛି ।

ଉକ୍ତ ଆମ୍ବୁଲାନ୍ସରେ ଅକ୍ସିଜେନ ବ୍ୟବସ୍ଥା ରହିଛି । ‘ ମମ୍ ‘ ପ୍ରତିଷ୍ଠାତା ପ୍ରଣବ ରଥ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିବାରୁ ପ୍ରଶଂସାର ସୁଅ ଛୁଟିଛି ।