
ଯାଜପୁର, ୦୩/୦୭/୨୧ (ଜିଲ୍ଲା ଖବର) : ଯାଜପୁର କୋରେଇ ବ୍ଲକ ମୁକୁନ୍ଦପୁର ଗ୍ରାମର ବାସୁଦେବ ଦାସଙ୍କ 12 ବର୍ଷର ପୁଅ ତ୍ରିଲୋଚନର ମୃତଦେହ ଉଦ୍ଧାର l ନଦୀ କୁଳରେ ଥିବା ଏକ ଖାଲରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ନେଇ ସୂଚନା ରହିଛି । ଗତ କାଲିଠୁ ସେ ନିଖୋଜ ଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି । ସେପଟେ ନଦୀ କୂଳରେ ଗାଁ ଲୋକେ ରୁଣ୍ଢ ହୋଇଥିବା ଦେଖିବାକୁ ମିଳିଛି ।



