
ହିଞ୍ଜିଳିକାଟୁ,୨/୦୭(ଜିଲ୍ଲା ଖବର) : ଜେ ଏମ ଏଫ ସି କୋର୍ଟ ର ଏଗାର ତମ ପ୍ରତିଷ୍ଠା ଦିବସ ଓକିଲ ସଙ୍ଘ କାଯ୍ୟଳୟ ପରିସରରେ କୋଭିଡ ନିୟମନୁସାରେ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ବିଚାରପତି ରାଜଶ୍ରୀ ପଟ୍ଟନାୟକ ମୁଖ୍ୟବକ୍ତା ବରିଷ୍ଠ ଆଇନଜୀବି ନିର୍ମଳ ସାହୁ ସଙ୍ଘ ଉପସଭାପତି ଉପେନ୍ଦ୍ର କୁମାର ପଣ୍ଡା ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ ଅଥିତି ମାନଙ୍କ ଦ୍ୱାରା ପ୍ରଥମେ କେକ କାଟି କାଯ୍ୟକ୍ରମ ଆରମ୍ଭ କରାଯାଇଥିଲା ହିଞ୍ଜିଳି କାଟୁ ରେ ଏକ ସବଜର୍ଜ କୋର୍ଟ ପ୍ରତିଷ୍ଠା ନିମନ୍ତେ ସବୁ ସଦସ୍ୟ ମତ ରଖିଥିଲେ ସଭାପତି ସାବତ ହିଞ୍ଜିଳିକାଟୁ ଠାରେ ସବଜର୍ଜ କୋର୍ଟ ପ୍ରତିଷ୍ଠା ପଯ୍ୟନ୍ତ ସଙ୍ଘର ଚେଷ୍ଟା ଜାରି ରହିବ କୋଭିଡ କଟକଣା କୋହଳ ପରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ସଙ୍ଘ ଭେଟି ସବଜର୍ଜ କୋର୍ଟ ନିମନ୍ତେ ଅବଗତ କରାଯିବ ଏଂବ ସବ ଜର୍ଜ କୋର୍ଟ ପ୍ରତିଷ୍ଠା ପଯ୍ୟନ୍ତ ସଙ୍ଘ ର ସଙ୍ଘଶ ଜାରି ରହିବ ବୋଲି ମତ ରଖିଥିଲେ ଆଜିର କାଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବି ସଙ୍ଘର ସମସ୍ତ ସଦସ୍ୟ କାଯ୍ୟକ୍ରମ ରେ ଭାଗ ନେଇଥିଲେ ପ୍ରତିଷ୍ଠା ଦିବସ ରେ କୋର୍ଟ ପରିସରରେ ସଙ୍ଘ ର ଆନୁକୂଲ୍ୟରେ ବୃକ୍ଷ ରୋପଣ କରାଯାଇଥିଲା ବୃକ୍ଷ ରୋପଣ କାଯ୍ୟକ୍ରମ ରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ ବିଡ଼ିଓ ସୁବ୍ରତ କୁମାର ଜେନା ପୌରପରିଷଦ କାଯ୍ୟନିର୍ଭାଇ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ତହସିଲଦାର ପ୍ରଭାତ କୁମାର ପରିଡା ବୃକ୍ଷ ରୋପଣ କାଯ୍ୟକ୍ରମ ରେ ଭାଗ ନେଇଥିଲେ ଶେଷରେ ସମ୍ପାଦକ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ
ରିପୋର୍ଟ, ରଜନୀ କାନ୍ତ ପାତ୍ର


