
ଭୁବନେଶ୍ୱର, ୦୨/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଗତ 24 ଘଣ୍ଟାରେ ଆଉ 46 ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 4109ରେ ପହଞ୍ଚିଛି । ସେହିପରି ବି ଜୋନ୍ ଅର୍ଥାତ୍ ଖୋର୍ଦ୍ଧାରୁ ସର୍ବାଧିକ 9 ଜଣଙ୍କର ମୃତ୍ୟୁ ଘଟିଛି ।


