Sunday, October 11, 2026
Home ଜାତୀୟ ରାଷ୍ଟ୍ରପତିଙ୍କ ଦୀପାବଳି ଶୁଭେଚ୍ଛା

ରାଷ୍ଟ୍ରପତିଙ୍କ ଦୀପାବଳି ଶୁଭେଚ୍ଛା

43

ନୂଆଦିଲ୍ଲୀ, ୨୬/୧୦ : ଦୀପାବଳିର ଶୁଭ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦେଶ ତଥା ବିଦେଶରେ ବସବାସ କରୁଥିବା ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଏବଂ ଶୁଭକମାନା ଜଣାଇଛନ୍ତି ।

ଦୀପାବଳି ହେଉଛି ନିରାଶା ଉପରେ ଆଶା, ଅଧର୍ମ ଉପରେ ଧର୍ମ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ପ୍ରତୀକ ।

ଆସନ୍ତୁ ଆମେ ଏହି ଶୁଭ ଅବସରରେ ସୁଖ, ଶାନ୍ତି ଓ ସହାନୁଭୁତିରେ ମିଳିମିଶି ଆଲୋକର ଦୀପ ପ୍ରଜ୍ଵଳିତ କରି ସମସ୍ତଙ୍କୁ ବିଶେଷକରି ବଞ୍ଚିତ ଓ ଦରିଦ୍ରଙ୍କ ଜୀବନରେ ଆନନ୍ଦ ଭରିଦେବାର ପ୍ରଚେଷ୍ଟା କରିବା ।

ଆଶା କରୁଛି କି ଏହି ଆଲୋକର ପର୍ବ ଦେଶର ପ୍ରତ୍ୟେକଙ୍କ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ ।

ସ୍ରୋତ-ପିଆବି