
ହିଞ୍ଜିଳିକାଟୁ,୩୦/୬(ଜିଲ୍ଲା ଖବର) : କମ ସମୟରେ ଆବର୍ଜନା ସଂଗ୍ରହ ସହ ଜନସାଧାରଣ ଙ୍କୁ ଉତ୍ତମ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ପୌରପରିଷଦ ଏକ ନୁଆଁ ସେସପୋଲ ଗାଡି କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ହିଞ୍ଜିଳିକାଟୁ ଗସ୍ତ କରି ଏମ ସି ସି ପରିସରରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି 1000ଲିଟର କ୍ଷମତା ସେସପୋଲ ଦୁଇ ମିନିଟ ରେ ଆବର୍ଜନା ସଫା କରିବା ର କ୍ଷମତା ରଖିଛି ଉଦଘାଟନ କାଯ୍ୟକ୍ରମ ରେ ବିଡ଼ିଓ ସୁବ୍ରତ କୁମାର ଜେନା ପୌରପରିଷଦ କାଯ୍ୟନିର୍ଭାଇ ଅଧିକାରୀ ଡ଼ ମନୋରଞ୍ଜନ ସାହୁ କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ମିଶ୍ର ପରିମଳ ବିଶେଷଜ୍ଞ ଅଭିଜିତ ପୁରହିତ ପରିମଳ ଅଧିକାରୀ ସୁବାଷ ପଟ୍ଟନାୟକ ସମେତ ପୌରପରିଷଦ ର କର୍ମଚାରୀ ଉପସ୍ଥିତ ଥିଲେ ।


