Wednesday, November 18, 2026
Home ଆଞ୍ଚଳିକ ବଜ୍ରଘାତରେ  ମୃତ

ବଜ୍ରଘାତରେ  ମୃତ

10

ହିଞ୍ଜିଳିକାଟୁ,୩୦/୬(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ  ଚନ୍ଦ୍ରଶେଖର ମାର୍ଗ  ର ପା ଣ ଗୌଡ଼ ର ପୁଅ  ଶିବରାମ ଗୌଡ଼ (39) ର ବଜ୍ରଘାତ ରେ  ମୁର୍ତ୍ତୃ ହୋଇଛି  ଘଟଣା ରୁ ପ୍ରକାଶ ଜେ ହିଞ୍ଜିଳି ଅଂଚଳର ଗହୀରମାଲ କୁ ଗାଇ ଚରାଇ ବାକୁ ଯାଇଥିଲେ ଅପରାହ୍ନ ତିନି ଘଣ୍ଟା ସମୟରେ ସେଠାରେ ବଜ୍ରଘାତ ରେ  ଆଘାତ ହୋଇଥିଲା ସ୍ଥାନୀୟ ଲୋକ ଅଟୋ ଦ୍ୱାରା ଉପଖଣ୍ଡ ଚିକିଛାଲୟ କୁ ଆଣିଥିଲେ ଡାକ୍ତର ମୁର୍ତ୍ତୃ ଘୋଷଣା କରିଥିଲେ ହିଞ୍ଜିଳି ପୋଲିସ ମେଡିକାଲ ରେ ପହଂଚି ଶବକୁ ଜବତ କରି ଏଜ ଅପମୁର୍ତ୍ତୃ ମାମଲା ଥାନା କେଶ 6/21ରେ ରୁଜୁ କରି ସବ ବ୍ୟବଛେଦ ନିମନ୍ତେ ବେରହମ୍ପୁର ପଠାଯାଇଛି ।