
ବାଲିଗୁଡ଼ା,୨୬/୧୦ (ସୁରେଶ କୁମାର ପଣ୍ଡା ) : ମାଓବାଦୀଙ୍କ ଦ୍ୱାରା ହୋଇଥିବା ରାସ୍ତା ଅବରୋଧ ୧୨୭ନମ୍ବର ବାଟାଲିୟନ ଅଗ୍ନିଶମ ବ୍ରିଗେଡ଼, ତୁମୁଡିବନ୍ଧ ଥାନା ଭାର ପ୍ରାପ୍ତ ଅଧିକାରୀ ଓ ବିଡ଼ିଡ଼ି ସ୍କ୍ୱାଡ଼ ଅଫ ୮ଥ ବାଟାଲିୟନ ସିଆରପିଏଫଙ୍କ ଦ୍ୱାରା ରାସ୍ତାରେ ପଡିଥିବା ଗଛ, ବମ ଓ ଡିନାମାଇଟ କଢ଼ା ଯାଇଥିଲା ଏହା ପରେ ଡିନାମାଇଟକୁ ଫୁଟାଯାଇଥିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ନିଜ ଜୀବନ ବାଜି ଲଗାଇ ସମସ୍ତ ସିଆରପିଏଫ ଏସଆଇଙ୍କ ନେତୃତ୍ୱରେ ହୋଇଥିବାରୁ ବହୁତ ଧନ୍ୟବାଦ ଦେବାସହ କୃତଙଜ୍ଞତା ଜଣାଇଥିଲେ ।



