Monday, November 16, 2026
Home ଆଞ୍ଚଳିକ ଖସୁଛି ସଂକ୍ରମଣ ହାର, ୨୪ ଘଣ୍ଟାରେ ୨୬୪୦ ପଜିଟିଭ ଚିହ୍ନଟ

ଖସୁଛି ସଂକ୍ରମଣ ହାର, ୨୪ ଘଣ୍ଟାରେ ୨୬୪୦ ପଜିଟିଭ ଚିହ୍ନଟ

17

ଭୁବନେଶ୍ୱର, ୨୯/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୬୪୨୯ ରେ ପହଞ୍ଚିଛି ।

ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୧୭ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୧୨୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।