Sunday, October 11, 2026
Home ଆଞ୍ଚଳିକ ମାଟ୍ରିକ ରେଜଲ୍ଟକୁ ନେଇ ପୁରୀରେ ଛାତ୍ର ଅଶାନ୍ତି

ମାଟ୍ରିକ ରେଜଲ୍ଟକୁ ନେଇ ପୁରୀରେ ଛାତ୍ର ଅଶାନ୍ତି

5

ପୁରୀ , ୨୮/୦୬/୨୧ (ଜିଲ୍ଲା ଖବର) :  ମାଟ୍ରିକ୍ ରେଜଲ୍ଟରେ ବିଭ୍ରାଟ ଅଭିଯୋଗ । ରେଜଲ୍ଟକୁ ନେଇ ପୁରୀରେ ଛାତ୍ର ଅଶାନ୍ତି । ପୁରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲର ଛାତ୍ରଛାତ୍ରୀ ଦଶମ ରେଜଲ୍ଟକୁ ନେଇ ପ୍ରତିବାଦ କରିଛନ୍ତି ।  ଜଣେ ଛାତ୍ରୀ  ହାତ କାଟି ଦେଇଥିବା କୁହାଯାଉଛି ।