Home ଜାତୀୟ ରାଜଗିରଠାରେ ବିଶ୍ୱ ଶାନ୍ତି ସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ରାଜଗିରଠାରେ ବିଶ୍ୱ ଶାନ୍ତି ସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

26
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ, ୨୫/୧୦ : ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି (୨୫, ଅକ୍ଟୋବର ୨୦୧୯) ବିହାର ଗସ୍ତ କରି ରାଜଗିରଠାରେ ବିଶ୍ଵ ଶାନ୍ତି ସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ।

ସ୍ରୋତ-ପିଆବି